ForeverMissed
This memorial website is created in memory of the Immortal soul, Minaketan Dei Khuntia, 71 years old, born on September 20, 1949, and passed away on May 13, 2021. We will remember her forever.
Posted by Sasmita Lenka on May 31, 2021
ଅଭୂଲା ସ୍ମୃତିରୂ କିଛିଟା
,............,....

Bada mausi can't be compare and contrast in anybody of our family .
Her love,affection kindness, leadership, quality, tactfull management of our family and also a dynamic personality
She was the disciple of Sri Thakur Anukulchandra in her inner heart of life. She was highly inspired and inject to us in her life.
She always told us to follow the path of Thakur Anukul Chandra philosophy in our daily life Her guardianship Can't be forgetten in our life.
Personally .
She always told ,Bijaya maintain your diet when I became irregular about my food.
The type of guidance was that we cannot find in our entire life.
Between 13 years the knowledge I have gain from Bada Mausi and Gopalpur Bou was that we should be polite,keep patience,spiritual,kind,affectionate to others.
In the End We pray to Shri Shri Thakur Anukul Chandra for our two golden heart Bada Mausi and Gopalpur Bou to be mixed with the heaven.                  .      your son-in-law       Bijaya(bulu)
Posted by Sasmita Lenka on May 31, 2021
ସ୍ମୃତିରେ ତୁମେ।         -------- ------------------------------ ମାଉସୀ ତୁମ ପାଦ ପଙ୍କଜରେ ଏ ଅଭାଗିନୀ ବୁଟି ର କୋଟି କୋଟି ପ୍ରଣାମ। କଣ ବା ଲେଖି ତୁମ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇବି ଭାବି ପାରୁନି।ମାଉସୀ ତୁମେ ଆମର ମାଉସୀ ନ ଥିଲ ତୁମେ ଥିଲ ଆମର "ବଡ଼ ମା"। ଆ ମେ କେବେ ମାଉସୀ ଆଉ ବୋଉ ଭିତରେ ପ୍ରଭେଦ ଦେଖିନଥିଲି ,ଆମେ ଭାବୁ ଆମର ୪ଟି ମା। ବୋଉ ଗଲା ପରେ" ମା ନଥିଲେ ମାଉସୀ ଥିବ" ଏହି ଭରସାରେ ବଞ୍ଚିବା ଆରମ୍ଭ କଲୁ ।କଳାର କି ବିଚିତ୍ର ଲୀଳା ସେ ବି ଆମଠୁ ତୁମକୁ ଛଡାଇ ନେଲା। ମୁଁ ସ୍କୁଲ କାମରେ ମୋ ମେଣ୍ଟୋ ସ୍କୁଲ କୁ ଯାଇ ଥିଲି ହଠାତ୍ ତୁମ ମୃତ୍ୟୁ କବର ଶୁଣି ମୁଁ ସ୍ତବ୍ଧ ହୋଇ ଗଲି ମୋ ହାତ ଗୋଡ ଥରିବା କୁ ଲାଗିଲା କଣ କରିବି କିଛି ବୁଝି ପାରିଲିନି ଯାଇକି ସେ headmistress ku କହିଲି ସେ କହିଲେ କାମ ସରିଲେ ଯିବ ,କଣ କରିବି ନିଜ କୋହକୁ ନିଜ ଭିତରେ ମାରି କାମ ସାରି ଘରକୁ ଆସିଲି କଣ କରିବି ମାଉସୀ କୁ ଦେଖିବାକୁ ଯାଇ ପାରିଲିନି।ସତରେ ମାଉସୀ ତୁମ ଭଲ ପାଇବାରେ ନ ଥିଲା କପଟତା ନା ମଳିନତା। ଆମ ମାନଙ୍କର ଦାୟିତ୍ଵ ତୁଲେଇବାରେ ତୁମେ ବୋଉ କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରୁଥିଲା ତୁମେ cuttack ଆସିବା କଥା ଶୁଣିଲେ ଆମ ମନ ଖୁସି ରେ ବିଭୋର ହୋଇ ଯାଏ,ମାଉସୀ ମଉସା ଆସିବେ ତୁମର ପ୍ରିୟ ଖାଦ୍ୟ ତିଆରି କରି ରଖିଥାଏ।ତୁମର ଉପସ୍ଥିତିରେ ଆମର ସବୁ ଦୁଃଖ ଅପସରି ଯାଉଥିଲା। ସବୁବେଳେ କୁହ ତୁମେ ବିଜୟ ପରି ଜ୍ବାଇଁ ଟେ ପାଇଛୁ । ମୁଁ ଯେତେବେଳେ ମୋ joy ଉପରେ ରଗେ ବୋଲି ବୋଉ ତୁମକୁ କୁହେ ,ତୁମେ ସବୁ ବେଳେ କୁହ ତୁ ବ୍ୟସ୍ତ ହୁଅନା ତୋ ପୁଅ ଗୋଟେ ନିଶ୍ଚିନ୍ତ ବଡ଼ ମଣିଷ ହେବ ତା କୁ ମାରିବୁନି କୁ ଗାଳି ଦବୁନି।ଏବେ ଆମ କୁ ଆଉ କିଏ ଉପଦେଶ ଓ ଅଶ୍ରିବାଦ ଦେବ।ଆଜି ଆମ happy family mandira ra laxmi maa chali ଯାଇଛନ୍ତି ତାହା ଶ୍ରୀହୀନ ହୋଇ ଯାଇଛି ଯେଉ ଆଡେ ଚାହୁଛୁ ଲାଗୁଚି ସତେ ଯେମିତି ତୁମେ ହାତରେ ଧରି ପାନ ଖିଆ ପାଟିରେ ହସି ହସି ଗାଡିରୁ ଓଲ୍ହେହି ଆମ ଘର କୁ ଆସୁଛ। ତୁମର ବଟି ଡାକ କାନରେ ଗୁଞ୍ଜରିତ ହୋଇ ଉଠୁଛି,କିଏ ଆଉ ଆମ କୁ ବୋଉ ପରି କୋଳେଇ ନେବ।ମାଉସୀ ଯଦି କିଛି ଭୁଲୁ ଆମ୍ଭମାନଙ୍କ ର ଥାଏ,ଯେଉଁଠି ବି ଥିବା ନିଶ୍ଚିନ୍ତ କ୍ଷମା କରି ଦେବ।                 ।      ଭଗବାନ ଜନ୍ମ ଜନ୍ମରେ ଆମ୍ଭମାନଙ୍କୁ ତୁମ କୋଳରେ ଜନ୍ମ ଦେଇ ସଦଗୁଣ ରେ ପରିପୂର୍ଣ କରନ୍ତୁ।------------,(ତୁମେ ଗଲା ପରେ ଏ ସହର ମୋତେ ନୀରବ ଲାଗୁଛି ଖାଲି।,,ଅଭୂଲା ସ୍ମୃତିକୁ ଏ ବେ ମୁ ଖୋଜୁଛି,ନୀରବ ରାତିରେ ଖାଲି।)।---------------- ତୁମର ଅଭାଗିନୀ Buti
Posted by Sasmita Lenka on May 31, 2021
Tribute to Bada Mausi from her little grand daughter Priyani



Grandmother is mother with lots of love. Who had been waiting to see just me happy all day and now the day was complete.
Bada Mausi is one of mother who loved everyone so much that it can't be explained in words.
She supported me in every opportunity and step .
She encouraged me to do what I want to be.
God saw you getting tired and a cure was not to be.
So he put his arm around you and whispered "Come To Me"
A golden heart stop beating hard working hand at rest.
God broke our heart to prove a that she is the best.
Posted by Sasmita Lenka on May 31, 2021
ସୁନ୍ଦର ତୃପ୍ତିର ଅବସାଦ ନାହିଁ।    ଯେତେ ଦେଖୁଥିଲେ ନୂଆ ଦିଶୁଥାଏ ।-----------        ----------                 ବଡ ମାଉସୀ ତୁମେ ହେଉଛ ସେଇ ସୁନ୍ଦର ତୃପ୍ତି ଯାହା ପାଇଁ ଯେତେବି ଲେଖିଲେ ସରିବନାହିଁ.
ବୋଉ ଓ ତୁମେ ଥିଲା ଅଭିନ୍ନ ଆତ୍ମା.
ବୋଉ ର ଚାଲିଯିବ ପରେ ତୁମେହିଁ ଆମମାନଙ୍କୁ ଧର୍ଯ୍ୟ ଓ ସାହସ ଦେଉଥିଲ l
ପ୍ରତେକଟି କାମ ଯେମିତି ସୁରୁଖୁରୁରେ ହେବ ଆମକୁ ତାଗିତ କରୁଥିଲ l
ବୋଉ ର ଚାଲିଯାବା ର ଦୁଃଖ ତୁମକୁ ବହୁତ କଷ୍ଟ ଦେଉଥିଲା ମୋର ମାନେ ଅଛି ଏପ୍ରିଲ ମେ 4 ରେ ତୁମ୍ହାରା ସହ ପ୍ରାୟ ଘଣ୍ଟାଟିଏ କଥା ହୋଇଥିଲା ତୁମକୁ କହୁଥିଲି ରେଷ୍ଟ ନିଅ ଏତେ କାମ କରନି instant oxygen ପାଖରେ ରଖ etc କି ଅତ୍ମୀୟତା ଥିଲା ତୁମ କଥାରେ. ଆଉ ହଟାତ ତୁମେ serious ହୋଇଗଲ ଆଉ ଆମକୁ ଛାଡି ଚାଲିଗଲ i god ଏତେ ସିରିଏଲ କେମିତି ହୋଇପାରିଲେ ଆଉ ତୁମ ଦୁଇ ଜଣ ଙ୍କୁ ଆମ ଠୁ ଛଡାଇ ନେଲେ l ତୁମେ କଣ ତୁମ ଭଉଣୀ କୁ ଛାଡି ରହି ପାରିଲିନି? ସବୁବେଳେ sakhina  sakhina.ବୋଉ କୁ କହେ ମାଉସୀ ଆସି ନଖରା ରେ ପହଂଚିଲି ତମେ ଚାଲିଲ ତାଙ୍କ ସହ ମାମୁ ଘର. କି ଅନାବିଳ ସ୍ନେହ ତୁମ ମାନଙ୍କ ର. କି ଭଲପାଇବା ଥିଲା ତୁମ ର bilasuni ମା ପ୍ରତି. Bikasuni ଥିଲା ତୁମ ର paradise.   ମାଉସୀ ତୁମେ ଥିଲା ଆମ ପାଇଁ ପ୍ରେରଣା ର ଉତ୍ସ. ବଡ ହେବା ର ଦାୟିତ୍ୱ ବୋଧ ଓ ଫାମିଲି ପ୍ରତି କର୍ତଵ୍ୟ ପରାୟଣାତା ତୁମ ଠୁ ମୁଁ ଶିକ୍ଷା କରୁଥିଲି. ଆଉ ବୋଉ ଠାରୁ କ୍ଷମା ଓ ସହନଶୀଳତା. ନିଜକୁ ବଦଳେଇ ବାକୁ ଚେଷ୍ଟା କରେ.ଅ
Any ପ୍ରୋବ୍ଲେମ ହେଲେ ତୁମେ ଓ ମଉସା ଆମ ପାଖରେ ପ୍ରଥମେ ପହଂଚି ଯାଅ ମଉସା ଙ୍କ ସହ ଆସିବାର  ଦୃଶ୍ୟ ଏବେ ବି ମୋ ଆଖି ରେ ଜୀବନ୍ତ ହୋଇ ଉଠେ. ଯେମିତି ଲାଗେ ସ୍ୱୟ ଭଗବାନ ଆମଘରେ ଆସିଛନ୍ତି. ପାଦ ତଳେ ଲାଗେନି I କି ତତ୍ପରତା ଥାଏ  ସେବା କରିବାରେ. ରୋଟୀ ଓ ସନ୍ତୁଳା ରେ କି ଆନନ୍ଦ ଥାଏ ତୁମର. ଆଉ ତୁମର SPECIAL ପାନ ର FLAVOUR ଲବଙ୍ଗ JAYTRRI ଯାଇଫଳ .ଆଉ ଏବେ ବହୁତ ଏକା ହୋଇ ଗଲୁ ଆମେ.ମାଉସୀ ତୁମଠୁ ତ ଆମ ର ଲାଇଫ ଆରମ୍ଭ ଆଉ memories ARE endless.ଛୋଟବେଳେ KHURDA ଥିଲା ମୋର favourite spot in summer and winter break. ରେଖା ପାଇଁ ଓ ମୋ ପାଇଁ ସୁନ୍ଦର ଡ୍ରେସ ଷ୍ଟିଚ କର.
ଆଜି ଭି ତୁମର ହାଣ୍ଡମାଡ଼େ ସ୍ଵରଟିଏର ର ଉଷ୍ଣତା ଅନୁଭବ କରପାରେ.                ତୁମଏ ଥିଲା ମୋ ବାପା ଙ୍କ ର ଆତି ପ୍ରିୟ ର ମଣିଷ.l
ତୁମେ ଥିଲା ଆମ ପାଇଁ ସାକ୍ଷାତ ଦେଵୀl Om and PRiyani ଜନ୍ମ ହେବl ର 2 ଦିନ ପୂର୍ବ ରୁ  ତୁମେ chenai ଥିଲ ଦୁଇ ଜଣ ଙ୍କୁ ସ୍ବପ୍ନ ରେ ପ୍ରଥମେ ଦେଖଥିଲ ବୋଲି ମୋତେ କହିଲ. ଆଉ ତୁମ ସ୍ବପ୍ନ ସତ ହୋଇଥିଲାl. ସୁନ୍ଦର ସୁନ୍ଦର ଡ୍ରେସ ଓ sweter ଆଣି ପହଁଞ୍ଚିଥିଲଲକି ଖୁସି ଥିଲ ତୁମେ... ମାଉସୀ u r the most favourite person of our kids. U always inspire them to do what one like. Sincerely. Mausi who will tell them to learn mobile ଆଜି ସବୁ ଶ୍ରୀହୀନ ଲାଗୁଚି ତୁମ ବିନା. ଆମେ ସବୁ ନାଚାର ଥିଲୁ ତୁମକୁ ଟିକେ ଶେଷ ଥର ପାଇଁ ଦେଖି ପାରିଲୁନିl ନିୟତି ଆମ ପାଇଁ ବହୁତ ନିଷ୍ଠୁର ହାଇଗଲା l ଶେଷରେ ତୁମ ପାଦ ତଳେ କୋଟି କୋଟି ପ୍ରଣାମ l pray to God to keep u in peace with ur favourite persons in heaven. And in my every birth i would like to get u as my "Bada Mausi"...
From Mitu and Vivek
Posted by Deepita Raj on May 28, 2021
:- ତମେ ଥିଲ ଆମ ଘରର ସ୍ନେହ,ପ୍ରେମ ଓ ମମତା ର ଭଣ୍ଡାର।
:- ଠାକୁରଙ୍କ ପାଖରେ ଏତିକି ପ୍ରାର୍ଥନା କରିବି କରିବି, ସବୁ ଜନ୍ମରେ ତୁମେ ଆମ ଘରେ ଜନ୍ମ ହୁଅ।

~ଦୀଲୁ
Posted by Deepita Raj on May 28, 2021
:- ତୁମେ ଥିଲ ଆମର ଚଳନ୍ତି ଦେବତା।

  ~ଜଚିନ ଓ କମଳା
Posted by Deepita Raj on May 28, 2021
:- ମୀନଦେଇ ଥିଲା ଗୋଟିଏ ଚଳନ୍ତା ଅନୁଷ୍ଠାନ। ଅନେକଙ୍କ ପାଇଁ କଲ୍ପବୃକ୍ଷ ସଦୃଶ୍ୟ।
:- ମୀନଦେଇର ଶୂନ୍ୟସ୍ଥାନ ତ କେହି ପୂରଣ କରିପାରିବେ ନାହିଁ।
:- ତୋର ଜୀବଦଶାରେ କରିଯାଇଥିବା ସୁକର୍ମ ପାଇଁ ତୁ ଭଗବାନ ଙ୍କ ଚରଣ କମଳରେ ସ୍ଥାନ
   ପାଇସାରିଛୁ ଓ ଭଗବାନ ନୀଳ ଆକାଶର ତାରାମଣ୍ଡଳରେ ତତେ ଏକ ତାରା କରି ଅବସ୍ଥାପିତ
   କରିସାରିଛନ୍ତି।
:- ତୋର ଶ୍ରଦ୍ଧାଳୁମାନେ ଯେତେବେଳେ ଘନ ଅନ୍ଧକାରରେ ନୀଳଆକାଶକୁ ନିରୀକ୍ଷଣ କରିବେ, ତୋର
  ସେହି ତେଜୋଦୀପ୍ତ ଝଟକୁଥିବା ହାସ୍ୟମୟୀ ମୁଖମଣ୍ଡଳକୁ ଦର୍ଶନ କରିପାରିବେ।

~ସୁବାସ ଜେନା, ଦହିଜଙ୍ଗ

Leave a Tribute

 
Recent Tributes
Posted by Sasmita Lenka on May 31, 2021
ଅଭୂଲା ସ୍ମୃତିରୂ କିଛିଟା
,............,....

Bada mausi can't be compare and contrast in anybody of our family .
Her love,affection kindness, leadership, quality, tactfull management of our family and also a dynamic personality
She was the disciple of Sri Thakur Anukulchandra in her inner heart of life. She was highly inspired and inject to us in her life.
She always told us to follow the path of Thakur Anukul Chandra philosophy in our daily life Her guardianship Can't be forgetten in our life.
Personally .
She always told ,Bijaya maintain your diet when I became irregular about my food.
The type of guidance was that we cannot find in our entire life.
Between 13 years the knowledge I have gain from Bada Mausi and Gopalpur Bou was that we should be polite,keep patience,spiritual,kind,affectionate to others.
In the End We pray to Shri Shri Thakur Anukul Chandra for our two golden heart Bada Mausi and Gopalpur Bou to be mixed with the heaven.                  .      your son-in-law       Bijaya(bulu)
Posted by Sasmita Lenka on May 31, 2021
ସ୍ମୃତିରେ ତୁମେ।         -------- ------------------------------ ମାଉସୀ ତୁମ ପାଦ ପଙ୍କଜରେ ଏ ଅଭାଗିନୀ ବୁଟି ର କୋଟି କୋଟି ପ୍ରଣାମ। କଣ ବା ଲେଖି ତୁମ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇବି ଭାବି ପାରୁନି।ମାଉସୀ ତୁମେ ଆମର ମାଉସୀ ନ ଥିଲ ତୁମେ ଥିଲ ଆମର "ବଡ଼ ମା"। ଆ ମେ କେବେ ମାଉସୀ ଆଉ ବୋଉ ଭିତରେ ପ୍ରଭେଦ ଦେଖିନଥିଲି ,ଆମେ ଭାବୁ ଆମର ୪ଟି ମା। ବୋଉ ଗଲା ପରେ" ମା ନଥିଲେ ମାଉସୀ ଥିବ" ଏହି ଭରସାରେ ବଞ୍ଚିବା ଆରମ୍ଭ କଲୁ ।କଳାର କି ବିଚିତ୍ର ଲୀଳା ସେ ବି ଆମଠୁ ତୁମକୁ ଛଡାଇ ନେଲା। ମୁଁ ସ୍କୁଲ କାମରେ ମୋ ମେଣ୍ଟୋ ସ୍କୁଲ କୁ ଯାଇ ଥିଲି ହଠାତ୍ ତୁମ ମୃତ୍ୟୁ କବର ଶୁଣି ମୁଁ ସ୍ତବ୍ଧ ହୋଇ ଗଲି ମୋ ହାତ ଗୋଡ ଥରିବା କୁ ଲାଗିଲା କଣ କରିବି କିଛି ବୁଝି ପାରିଲିନି ଯାଇକି ସେ headmistress ku କହିଲି ସେ କହିଲେ କାମ ସରିଲେ ଯିବ ,କଣ କରିବି ନିଜ କୋହକୁ ନିଜ ଭିତରେ ମାରି କାମ ସାରି ଘରକୁ ଆସିଲି କଣ କରିବି ମାଉସୀ କୁ ଦେଖିବାକୁ ଯାଇ ପାରିଲିନି।ସତରେ ମାଉସୀ ତୁମ ଭଲ ପାଇବାରେ ନ ଥିଲା କପଟତା ନା ମଳିନତା। ଆମ ମାନଙ୍କର ଦାୟିତ୍ଵ ତୁଲେଇବାରେ ତୁମେ ବୋଉ କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରୁଥିଲା ତୁମେ cuttack ଆସିବା କଥା ଶୁଣିଲେ ଆମ ମନ ଖୁସି ରେ ବିଭୋର ହୋଇ ଯାଏ,ମାଉସୀ ମଉସା ଆସିବେ ତୁମର ପ୍ରିୟ ଖାଦ୍ୟ ତିଆରି କରି ରଖିଥାଏ।ତୁମର ଉପସ୍ଥିତିରେ ଆମର ସବୁ ଦୁଃଖ ଅପସରି ଯାଉଥିଲା। ସବୁବେଳେ କୁହ ତୁମେ ବିଜୟ ପରି ଜ୍ବାଇଁ ଟେ ପାଇଛୁ । ମୁଁ ଯେତେବେଳେ ମୋ joy ଉପରେ ରଗେ ବୋଲି ବୋଉ ତୁମକୁ କୁହେ ,ତୁମେ ସବୁ ବେଳେ କୁହ ତୁ ବ୍ୟସ୍ତ ହୁଅନା ତୋ ପୁଅ ଗୋଟେ ନିଶ୍ଚିନ୍ତ ବଡ଼ ମଣିଷ ହେବ ତା କୁ ମାରିବୁନି କୁ ଗାଳି ଦବୁନି।ଏବେ ଆମ କୁ ଆଉ କିଏ ଉପଦେଶ ଓ ଅଶ୍ରିବାଦ ଦେବ।ଆଜି ଆମ happy family mandira ra laxmi maa chali ଯାଇଛନ୍ତି ତାହା ଶ୍ରୀହୀନ ହୋଇ ଯାଇଛି ଯେଉ ଆଡେ ଚାହୁଛୁ ଲାଗୁଚି ସତେ ଯେମିତି ତୁମେ ହାତରେ ଧରି ପାନ ଖିଆ ପାଟିରେ ହସି ହସି ଗାଡିରୁ ଓଲ୍ହେହି ଆମ ଘର କୁ ଆସୁଛ। ତୁମର ବଟି ଡାକ କାନରେ ଗୁଞ୍ଜରିତ ହୋଇ ଉଠୁଛି,କିଏ ଆଉ ଆମ କୁ ବୋଉ ପରି କୋଳେଇ ନେବ।ମାଉସୀ ଯଦି କିଛି ଭୁଲୁ ଆମ୍ଭମାନଙ୍କ ର ଥାଏ,ଯେଉଁଠି ବି ଥିବା ନିଶ୍ଚିନ୍ତ କ୍ଷମା କରି ଦେବ।                 ।      ଭଗବାନ ଜନ୍ମ ଜନ୍ମରେ ଆମ୍ଭମାନଙ୍କୁ ତୁମ କୋଳରେ ଜନ୍ମ ଦେଇ ସଦଗୁଣ ରେ ପରିପୂର୍ଣ କରନ୍ତୁ।------------,(ତୁମେ ଗଲା ପରେ ଏ ସହର ମୋତେ ନୀରବ ଲାଗୁଛି ଖାଲି।,,ଅଭୂଲା ସ୍ମୃତିକୁ ଏ ବେ ମୁ ଖୋଜୁଛି,ନୀରବ ରାତିରେ ଖାଲି।)।---------------- ତୁମର ଅଭାଗିନୀ Buti
Posted by Sasmita Lenka on May 31, 2021
Tribute to Bada Mausi from her little grand daughter Priyani



Grandmother is mother with lots of love. Who had been waiting to see just me happy all day and now the day was complete.
Bada Mausi is one of mother who loved everyone so much that it can't be explained in words.
She supported me in every opportunity and step .
She encouraged me to do what I want to be.
God saw you getting tired and a cure was not to be.
So he put his arm around you and whispered "Come To Me"
A golden heart stop beating hard working hand at rest.
God broke our heart to prove a that she is the best.
Recent stories

ମୋ ପ୍ରିୟର ମୀନ ଦେଇ.....

Shared by Deepita Raj on May 28, 2021
କଣ ବା ଏ ଅଧମ ଭାଇ ତୁମ ପାଇଁ ଲେଖିବ,ତୁମେ ତ ଆମ ଜୀବନ ରେ ଏକ ଅଲିଭା ଅକ୍ଷର :"ଅମୃତମୟୀ ମା"ହୋଇ ରହିଗଲ.l ତୁମ ପାଇଁ ଯେତେ ଲେଖିଲେ ବି କାଗଜ କଲମ କମ ପଡିବ l ତଥାପି ଏ ଭଙ୍ଗା ହୃଦୟ ଧରି ମୋ ଦେଇ ପାଇଁ କିଛି ଲେଖୁଛି l ମୋ ଜୀବନ ରେ କିଛି ଘଟଣାବଳି କୁ ନେଇ l ସେଦିନ ଥିଲା ଏକ ଅଶୁଭ ଦିନ ଆମ୍ଭମାନଙ୍କ ପାଇଁ ଗୁରୁବାର ତା 13/5/21ରିଖ ସମୟ 11:30. ମି ରେ ଘରୁ ଖବର ଆସିଲା :ଦେଇ ଆଉ ନାଁହାନ୍ତି l ମୁଁ ବିଶ୍ୱାସ କରି ପାରୁନଥାଏ ଏହି ନିଷ୍ଠୁର ସତ୍ୟକୁ ମୋ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା, ମୁହୂର୍ତକ ପାଇଁ ମୁଁ ଜଡ଼ ପାଲଟି ଗଲି l ସତରେ କଣ ମୋ ଦେଇ ଆଉ ଏ ଦୁନିଆରେ ନାଁହାନ୍ତି  ଏହି ସତ୍ୟକୁ ମୁଁ କେବେବି ବିଶ୍ୱାସ କରିପାରୁ ନାହିଁ l ମୁଁ ତାଙ୍କ ମାମୁ ପୁଅ ଭାଇ ହେବି l ସେ କେବେବି ଆମକୁ ଭାଇ ହିସାବରେ ଦେଖୁନଥିଲେ ପୁଅ ଭଳି ସ୍ନେହ, ଶ୍ରଦ୍ଧା,ନିସ୍ଵାର୍ଥପର ଭାବେ ଭଲ ପାଉଥିଲେ l ଆମ ସାହିରେ ଦେଇ ସବୁପରିବାର ର ଅତି ଆପଣାର ମଣିଷଟିଏ ଥିଲେ l ଦେଇ ଏଭଳି ଗୋଟିଏ ମଣିଷ ଥିଲେ ଯାହାଙ୍କ ପାଖରେ ରାଗ, ଅଭିମାନ, ଅହଂକାର ତାଙ୍କ ପାଖରେ ହାର ମାନିନେଇଥିଲା l ଏକ ଧାର ରେ ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ଧର୍ମପରାୟଣ, ମହିୟସୀ, ମମତାମୟୀ, ଅମୃତମୟୀ "ମା" ର ପ୍ରତିକୃତି ଥିଲେ ଦେଇ l ଦେବୀପ୍ରତିମା  ଭଳି ମହାଲକ୍ଷ୍ମୀ ସ୍ୱରୂପିଣୀ ଥିଲେ ମୋ ଦେଇ l ତାଙ୍କର ସେହି ହସ ହସ ମୁଁହ ଦେଖିଦେଲେ ମନରେ ଏକ ଅଧଭୁତପୂର୍ବ ଆନନ୍ଦ ଖେଳିଯାଉଥିଲା
ମୋ ମା ର ଅତିଆପଣାର ଝିଆରୀ /ଭାଣେଜୀ ଥିଲେ ଦେଇ l ମୋ ମା କୁ ମାଇଁ ବଦଳରେ କେତି ଦେଈ ବୋଲି ସମ୍ବୋଧନ କରୁଥିଲେ l ଯେହେତୁ ମା ରାଜବଂଶର ଝିଅ ଥିଲା l ମା କହୁଥିଲା ଆମ ଦୁଇ ଭାଇଙ୍କ ନାମକରଣ କରିଥିଲେ ଦେଈ ମୋର ନାଁ "ବନରଞ୍ଜନ "ଶ୍ରଦ୍ଧା ନାମ (ପପୁ )ଓ ମୋ ସାନଭାଇର  ସୌମ୍ୟରଂଜନ (ଦିପୁ )ନାମ ରଖିଥିଲେ l ତାଙ୍କର ସେହି ଅତିଆପଣାର ସ୍ନେହ ଭରl ଡାକ ପପୁ ରେ.... ଆଉ କିଏ ମୋ ମା ଭଳି ଏମିତିକା ଡାକ ଡ଼ାକିବ l ତୁମରି ସେହି ହସ ହସ ଭରା ମୁଁହ ମୋ ଆଖିଆଗରେ ନାଚିଉଠୁଛି l ଯେତେବେଳେ ତୁମେ ଘରକୁ ଆସ ମୋ ମୁଣ୍ଡରେ ତୁମ ହାତକୁ ବୁଲାଇଆଣି କୁହ ପପୁ ବାବା ଭଲଅଛୁଟି ଏମିତି କେତେ ଭଲ ମନ୍ଦ ପଚାରି ଚାଲିଥାଅ l ଆଉ କିଏ ଏ ସ୍ନେହଭରା କଥା କହିବ? ଆମ ଘର ର ପ୍ରତେକଟି କାର୍ଯ୍ୟ ରେ ଦେଇ ଅଙ୍ଗାଙ୍ଗୀଭାବେ ଜଡିତ ଥିଲେ l କାହାର କିଛି ସମସ୍ୟା ଆସିଲେ ଦେଇ ଭାଇଙ୍କୁ ଧରି ହାଜର ହୋଇଯାଉଥିଲେ ଓ ସେ ସମସ୍ୟାର ସମାଧାନ କରୁଥିଲେ l ଆଜିବି ମୋର ମନେପଡୁଛି ମୋ ବିଭାହପାଇଁ କେତେ ଚିନ୍ତା କରୁଥଲେ ଦେଇ l ମୋ ବାପା ମା କିଛି ହଇରାଣ ନହୁଅନ୍ତୁ ବୋଲି ତୁମେ ପ୍ରସ୍ତାବ ପରେ ପ୍ରସ୍ତାବ ଖୋଜିଚାଲିଥିଲ l ସେଇଥିପାଇଁ ତୁମପାଖରେ ପାଠ ପଢ଼ୀଥିବା ତୁମରି ଛାତ୍ରୀ କୁ ମୋ ଜୀବନସାଥୀ ରୂପେ ଆଣିଦେଇଥିଲ ଏବଂ ବିଭାହର ସମସ୍ତେ କାର୍ଯ୍ୟକୁ ସୁଚାରରୂପେ କରୁଥିଲ l ଆମ ବିଭାହ ର ଅନେକ ଦୀନ ପଯ୍ୟନ୍ତ କିଛି ପ୍ରୋବ୍ଲେମ ଥିବାରୁ ସନ୍ତାନ ହୋଇନଥିଲା ହେଲେ ଦେଇ ସବୁବେଳେ ଆମ୍ଭ ଦୁଇ ଜଣ କୁ ଆଶ୍ୱାସନା ଦେଉଥିଲେ ଆଉ କହୁଥିଲେ ଜମା ବ୍ୟସ୍ତ ହୁଅନି ଠାକୁର ଅଛନ୍ତି ତାଙ୍କଉପରେ ବିଶ୍ୱାସ ରଖ ସବୁକିଛି ଠିକ ହୋଇଯିବ l ତାପରେ ସେ ନିଜେ ତାଙ୍କ ତତ୍ୱାବଧାନରେ ଡାକ୍ତରଙ୍କ ପାଖରେ ଆମକୁ ଦେଖାଉଥିଲେ l ଏହାରି ଭିତରେ ମୋ ଜୀବନରେ ଏକ କଳl ବାଦଲ ଢାଙ୍କିଦେଇଥିଲା 2018ମସିହା ମାର୍ଚ୍ଚ 16ତାରିଖରେ ମୋ ମାଆ ଇହଲୀଳା ସମ୍ବରଣ କରିଥିଲା l ଏ ଦୁଃଖର ପାହାଡ଼କୁ ସହ୍ୟ କରିବାର ଧ୍ୟର୍ଯ୍ୟ ମୋପାଖରେ ନଥିଲା l ଦେଇ ମୋ ମାଆ ଭଳି ମୋମୁଣ୍ଡରେ ହାତରଖି କହିଥିଲେ ପପୁ ଧର୍ଯ୍ୟହରା ହୁଅନା ଆରେ ମୁଁ ବା ଅଛି l ମତେ ଏମିତି ସେ ଦୁଃଖ ସହିବାକୁ ସାହସ ଦଉଥିଲେ l ମାଆ ଚାଲିଗଲା ପରେ ମୋ ମାଆ ଭଳି ଆମ ଘରର ଭଲ ମନ୍ଦ ଖବର ଅନ୍ତର ଆନ୍ତରିକ ଭାବେ ତୁଲାଉଥେଲେ l ତଥାପି ତାଙ୍କର କାର୍ଯ୍ୟ ସରିନଥିଲା l ମୋଝିଅ ଡେଲିଭରି ବେଳର କଥା ଦେଇ ସେତେବେଳେ ଭୁବନେଶ୍ୱର ରେ ନଥାନ୍ତି l ଓଡିଶା ବାହାରେ ଥାନ୍ତି l ତାଙ୍କ ମନକିନ୍ତୁ ସେଠି ନଥିଲା l ଦେଇ ସେଥିପାଇଁ ସମସ୍ତଙ୍କୁ ଫୋନ କରି କହୁଥିଲେ ପପୁ ଯେମିତି କେତି ଦେଈଙ୍କ ଅଭାବ ଅନୁଭବ ନକରୁ ବୋଲି l ପ୍ରଭୁଙ୍କର ଅପାର କରୁଣାରୁ ମୋର ଝିଅ ଟିଏ ହୋଇଥିଲା l ବହୁତ ଖୁସି ହୋଇ ଥିଲେ ଦେଈ ମୋତେ କହିଥିଲେ ପପୁ ଆମ କେତି ଦେଈ ଆମ ପାଖକୁ ଫେରିଆସିଲେ l ସେଥିପାଇଁ ମୋଝିଅକୁ ସବୁବେଳେ କହୁଥିଲେ "ତୁ ମୋ ଦେଈ ମୁଁ ତୋ ଦେଈ "l ଗତ ଫ୍ରେବୃଆରୀ ମାସରେ ଶେଷ ଥର ପାଇଁ ଦିପୁ ର ବାହାଘର କୁ ଆସିଥିଲେ ମୋ ଦେଈ l ମୋ ମାଆ ଭଳି ବିବାହର ସମସ୍ତକାର୍ଯ୍ୟ ତୁଲାଉଥିଲେ l ଆମ୍ଭମାନେ ମୋ ମାଆର ଅଭାବ ଜାଣିପାରିନଥିଲୁ l ଏଥିରୁ ସ୍ପଷ୍ଟ ବାରିହେଉଥିଲା ଦେଈ କେତେ ନିସ୍ଵାର୍ଥପର ଭାବେ ଆମ ପରିବାର ପ୍ରତି ଭଲପାଇବା ଥିଲା l କିଏ ଜାଣିଥିଲା ଏହା ତାଙ୍କର ଶେଷ ଦେଖା ହେବବୋଲି l ଏ ବିଧାତା ଏତେ ନିଷ୍ଠୁର ହେବବୋଲି l ଆମ୍ଭମାନଙ୍କୁ ଏକା କରି ଏକ ଅଫେରା ରାଇଜକୁ ଚାଲିଗଲେ ମୋ ଦେଈ l ସମସ୍ତଙ୍କୁ ସୁଖ ବାଣ୍ଟି ବାଣ୍ଟି ଆମ୍ଭମାନଙ୍କ ହୃଦୟରେ ମହାନ ହୋଇଯାଇଛନ୍ତି l ସତରେ ଦେଈ ତୁମକଥା ଯେତେଲେଖିଲେବି ଲେଖାସାରିବନି, ତୁମେ ଏମିତି ଏକ ମଣିଷ ଯେଉଁଠି ଦୟା, କ୍ଷମା, ପରୋପକାରୀ, ଧର୍ମପରାୟଣ, କର୍ତଵ୍ୟନିଷ୍ଟ , ସ୍ନେହ, ମମତା, ଭଲପାଇବାର ସୀମାହୀନ ସାଗର ଥିଲ l ତୁମେ ମୋ ହୃଦୟରେ ସବୁଦିନପାଇଁ ସେହି "ଅମୃତାମାୟୀ ମାଆ "ର ସିଂହାସନରେ ବସିରହିବ l ପଭୁ ଜଗନ୍ନାଥ, ବ୍ରହ୍ମଗୋପାଳଙ୍କ ଚରଣରେ ଏତିକି ମୀନତି ପ୍ରଭୁ ଆମର ଆତ୍ମାର ସଦ୍ଗତି ପ୍ରାପ୍ତି ହେଉ l ପ୍ରଭୁଙ୍କ ଶ୍ରୀଚରଣେ ଏ ପୁଣ୍ୟ ଆତ୍ମା ଙ୍କୁ ସ୍ଥାନ ଦିଅନ୍ତୁ ଏତିକି କାମନା କରୁଛି l କୋଟି କୋଟି ପ୍ରଣାମ ତୁମକୁ, ଦେଈ ଯୋଉଠି ଥାଅ ଅଭାମାନଙ୍କୁ ଆଶ୍ରିବାଦ କରୁଥାଅ..... ️
ଇତି ତୁମର ହତଭାଗ୍ୟ ଭାଇ
                                     ପପୁ.