ForeverMissed
Large image
Tributes
May 31, 2021
May 31, 2021
ଅଭୂଲା ସ୍ମୃତିରୂ କିଛିଟା
,............,....

Bada mausi can't be compare and contrast in anybody of our family .
Her love,affection kindness, leadership, quality, tactfull management of our family and also a dynamic personality
She was the disciple of Sri Thakur Anukulchandra in her inner heart of life. She was highly inspired and inject to us in her life.
She always told us to follow the path of Thakur Anukul Chandra philosophy in our daily life Her guardianship Can't be forgetten in our life.
Personally .
She always told ,Bijaya maintain your diet when I became irregular about my food.
The type of guidance was that we cannot find in our entire life.
Between 13 years the knowledge I have gain from Bada Mausi and Gopalpur Bou was that we should be polite,keep patience,spiritual,kind,affectionate to others.
In the End We pray to Shri Shri Thakur Anukul Chandra for our two golden heart Bada Mausi and Gopalpur Bou to be mixed with the heaven.                  .      your son-in-law       Bijaya(bulu)
May 31, 2021
May 31, 2021
ସ୍ମୃତିରେ ତୁମେ।         -------- ------------------------------ ମାଉସୀ ତୁମ ପାଦ ପଙ୍କଜରେ ଏ ଅଭାଗିନୀ ବୁଟି ର କୋଟି କୋଟି ପ୍ରଣାମ। କଣ ବା ଲେଖି ତୁମ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇବି ଭାବି ପାରୁନି।ମାଉସୀ ତୁମେ ଆମର ମାଉସୀ ନ ଥିଲ ତୁମେ ଥିଲ ଆମର "ବଡ଼ ମା"। ଆ ମେ କେବେ ମାଉସୀ ଆଉ ବୋଉ ଭିତରେ ପ୍ରଭେଦ ଦେଖିନଥିଲି ,ଆମେ ଭାବୁ ଆମର ୪ଟି ମା। ବୋଉ ଗଲା ପରେ" ମା ନଥିଲେ ମାଉସୀ ଥିବ" ଏହି ଭରସାରେ ବଞ୍ଚିବା ଆରମ୍ଭ କଲୁ ।କଳାର କି ବିଚିତ୍ର ଲୀଳା ସେ ବି ଆମଠୁ ତୁମକୁ ଛଡାଇ ନେଲା। ମୁଁ ସ୍କୁଲ କାମରେ ମୋ ମେଣ୍ଟୋ ସ୍କୁଲ କୁ ଯାଇ ଥିଲି ହଠାତ୍ ତୁମ ମୃତ୍ୟୁ କବର ଶୁଣି ମୁଁ ସ୍ତବ୍ଧ ହୋଇ ଗଲି ମୋ ହାତ ଗୋଡ ଥରିବା କୁ ଲାଗିଲା କଣ କରିବି କିଛି ବୁଝି ପାରିଲିନି ଯାଇକି ସେ headmistress ku କହିଲି ସେ କହିଲେ କାମ ସରିଲେ ଯିବ ,କଣ କରିବି ନିଜ କୋହକୁ ନିଜ ଭିତରେ ମାରି କାମ ସାରି ଘରକୁ ଆସିଲି କଣ କରିବି ମାଉସୀ କୁ ଦେଖିବାକୁ ଯାଇ ପାରିଲିନି।ସତରେ ମାଉସୀ ତୁମ ଭଲ ପାଇବାରେ ନ ଥିଲା କପଟତା ନା ମଳିନତା। ଆମ ମାନଙ୍କର ଦାୟିତ୍ଵ ତୁଲେଇବାରେ ତୁମେ ବୋଉ କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରୁଥିଲା ତୁମେ cuttack ଆସିବା କଥା ଶୁଣିଲେ ଆମ ମନ ଖୁସି ରେ ବିଭୋର ହୋଇ ଯାଏ,ମାଉସୀ ମଉସା ଆସିବେ ତୁମର ପ୍ରିୟ ଖାଦ୍ୟ ତିଆରି କରି ରଖିଥାଏ।ତୁମର ଉପସ୍ଥିତିରେ ଆମର ସବୁ ଦୁଃଖ ଅପସରି ଯାଉଥିଲା। ସବୁବେଳେ କୁହ ତୁମେ ବିଜୟ ପରି ଜ୍ବାଇଁ ଟେ ପାଇଛୁ । ମୁଁ ଯେତେବେଳେ ମୋ joy ଉପରେ ରଗେ ବୋଲି ବୋଉ ତୁମକୁ କୁହେ ,ତୁମେ ସବୁ ବେଳେ କୁହ ତୁ ବ୍ୟସ୍ତ ହୁଅନା ତୋ ପୁଅ ଗୋଟେ ନିଶ୍ଚିନ୍ତ ବଡ଼ ମଣିଷ ହେବ ତା କୁ ମାରିବୁନି କୁ ଗାଳି ଦବୁନି।ଏବେ ଆମ କୁ ଆଉ କିଏ ଉପଦେଶ ଓ ଅଶ୍ରିବାଦ ଦେବ।ଆଜି ଆମ happy family mandira ra laxmi maa chali ଯାଇଛନ୍ତି ତାହା ଶ୍ରୀହୀନ ହୋଇ ଯାଇଛି ଯେଉ ଆଡେ ଚାହୁଛୁ ଲାଗୁଚି ସତେ ଯେମିତି ତୁମେ ହାତରେ ଧରି ପାନ ଖିଆ ପାଟିରେ ହସି ହସି ଗାଡିରୁ ଓଲ୍ହେହି ଆମ ଘର କୁ ଆସୁଛ। ତୁମର ବଟି ଡାକ କାନରେ ଗୁଞ୍ଜରିତ ହୋଇ ଉଠୁଛି,କିଏ ଆଉ ଆମ କୁ ବୋଉ ପରି କୋଳେଇ ନେବ।ମାଉସୀ ଯଦି କିଛି ଭୁଲୁ ଆମ୍ଭମାନଙ୍କ ର ଥାଏ,ଯେଉଁଠି ବି ଥିବା ନିଶ୍ଚିନ୍ତ କ୍ଷମା କରି ଦେବ।                 ।      ଭଗବାନ ଜନ୍ମ ଜନ୍ମରେ ଆମ୍ଭମାନଙ୍କୁ ତୁମ କୋଳରେ ଜନ୍ମ ଦେଇ ସଦଗୁଣ ରେ ପରିପୂର୍ଣ କରନ୍ତୁ।------------,(ତୁମେ ଗଲା ପରେ ଏ ସହର ମୋତେ ନୀରବ ଲାଗୁଛି ଖାଲି।,,ଅଭୂଲା ସ୍ମୃତିକୁ ଏ ବେ ମୁ ଖୋଜୁଛି,ନୀରବ ରାତିରେ ଖାଲି।)।---------------- ତୁମର ଅଭାଗିନୀ Buti
May 31, 2021
May 31, 2021
Tribute to Bada Mausi from her little grand daughter Priyani



Grandmother is mother with lots of love. Who had been waiting to see just me happy all day and now the day was complete.
Bada Mausi is one of mother who loved everyone so much that it can't be explained in words.
She supported me in every opportunity and step .
She encouraged me to do what I want to be.
God saw you getting tired and a cure was not to be.
So he put his arm around you and whispered "Come To Me"
A golden heart stop beating hard working hand at rest.
God broke our heart to prove a that she is the best.
May 31, 2021
May 31, 2021
ସୁନ୍ଦର ତୃପ୍ତିର ଅବସାଦ ନାହିଁ।    ଯେତେ ଦେଖୁଥିଲେ ନୂଆ ଦିଶୁଥାଏ ।-----------        ----------                 ବଡ ମାଉସୀ ତୁମେ ହେଉଛ ସେଇ ସୁନ୍ଦର ତୃପ୍ତି ଯାହା ପାଇଁ ଯେତେବି ଲେଖିଲେ ସରିବନାହିଁ.
ବୋଉ ଓ ତୁମେ ଥିଲା ଅଭିନ୍ନ ଆତ୍ମା.
ବୋଉ ର ଚାଲିଯିବ ପରେ ତୁମେହିଁ ଆମମାନଙ୍କୁ ଧର୍ଯ୍ୟ ଓ ସାହସ ଦେଉଥିଲ l
ପ୍ରତେକଟି କାମ ଯେମିତି ସୁରୁଖୁରୁରେ ହେବ ଆମକୁ ତାଗିତ କରୁଥିଲ l
ବୋଉ ର ଚାଲିଯାବା ର ଦୁଃଖ ତୁମକୁ ବହୁତ କଷ୍ଟ ଦେଉଥିଲା ମୋର ମାନେ ଅଛି ଏପ୍ରିଲ ମେ 4 ରେ ତୁମ୍ହାରା ସହ ପ୍ରାୟ ଘଣ୍ଟାଟିଏ କଥା ହୋଇଥିଲା ତୁମକୁ କହୁଥିଲି ରେଷ୍ଟ ନିଅ ଏତେ କାମ କରନି instant oxygen ପାଖରେ ରଖ etc କି ଅତ୍ମୀୟତା ଥିଲା ତୁମ କଥାରେ. ଆଉ ହଟାତ ତୁମେ serious ହୋଇଗଲ ଆଉ ଆମକୁ ଛାଡି ଚାଲିଗଲ i god ଏତେ ସିରିଏଲ କେମିତି ହୋଇପାରିଲେ ଆଉ ତୁମ ଦୁଇ ଜଣ ଙ୍କୁ ଆମ ଠୁ ଛଡାଇ ନେଲେ l ତୁମେ କଣ ତୁମ ଭଉଣୀ କୁ ଛାଡି ରହି ପାରିଲିନି? ସବୁବେଳେ sakhina  sakhina.ବୋଉ କୁ କହେ ମାଉସୀ ଆସି ନଖରା ରେ ପହଂଚିଲି ତମେ ଚାଲିଲ ତାଙ୍କ ସହ ମାମୁ ଘର. କି ଅନାବିଳ ସ୍ନେହ ତୁମ ମାନଙ୍କ ର. କି ଭଲପାଇବା ଥିଲା ତୁମ ର bilasuni ମା ପ୍ରତି. Bikasuni ଥିଲା ତୁମ ର paradise.   ମାଉସୀ ତୁମେ ଥିଲା ଆମ ପାଇଁ ପ୍ରେରଣା ର ଉତ୍ସ. ବଡ ହେବା ର ଦାୟିତ୍ୱ ବୋଧ ଓ ଫାମିଲି ପ୍ରତି କର୍ତଵ୍ୟ ପରାୟଣାତା ତୁମ ଠୁ ମୁଁ ଶିକ୍ଷା କରୁଥିଲି. ଆଉ ବୋଉ ଠାରୁ କ୍ଷମା ଓ ସହନଶୀଳତା. ନିଜକୁ ବଦଳେଇ ବାକୁ ଚେଷ୍ଟା କରେ.ଅ
Any ପ୍ରୋବ୍ଲେମ ହେଲେ ତୁମେ ଓ ମଉସା ଆମ ପାଖରେ ପ୍ରଥମେ ପହଂଚି ଯାଅ ମଉସା ଙ୍କ ସହ ଆସିବାର  ଦୃଶ୍ୟ ଏବେ ବି ମୋ ଆଖି ରେ ଜୀବନ୍ତ ହୋଇ ଉଠେ. ଯେମିତି ଲାଗେ ସ୍ୱୟ ଭଗବାନ ଆମଘରେ ଆସିଛନ୍ତି. ପାଦ ତଳେ ଲାଗେନି I କି ତତ୍ପରତା ଥାଏ  ସେବା କରିବାରେ. ରୋଟୀ ଓ ସନ୍ତୁଳା ରେ କି ଆନନ୍ଦ ଥାଏ ତୁମର. ଆଉ ତୁମର SPECIAL ପାନ ର FLAVOUR ଲବଙ୍ଗ JAYTRRI ଯାଇଫଳ .ଆଉ ଏବେ ବହୁତ ଏକା ହୋଇ ଗଲୁ ଆମେ.ମାଉସୀ ତୁମଠୁ ତ ଆମ ର ଲାଇଫ ଆରମ୍ଭ ଆଉ memories ARE endless.ଛୋଟବେଳେ KHURDA ଥିଲା ମୋର favourite spot in summer and winter break. ରେଖା ପାଇଁ ଓ ମୋ ପାଇଁ ସୁନ୍ଦର ଡ୍ରେସ ଷ୍ଟିଚ କର.
ଆଜି ଭି ତୁମର ହାଣ୍ଡମାଡ଼େ ସ୍ଵରଟିଏର ର ଉଷ୍ଣତା ଅନୁଭବ କରପାରେ.                ତୁମଏ ଥିଲା ମୋ ବାପା ଙ୍କ ର ଆତି ପ୍ରିୟ ର ମଣିଷ.l
ତୁମେ ଥିଲା ଆମ ପାଇଁ ସାକ୍ଷାତ ଦେଵୀl Om and PRiyani ଜନ୍ମ ହେବl ର 2 ଦିନ ପୂର୍ବ ରୁ  ତୁମେ chenai ଥିଲ ଦୁଇ ଜଣ ଙ୍କୁ ସ୍ବପ୍ନ ରେ ପ୍ରଥମେ ଦେଖଥିଲ ବୋଲି ମୋତେ କହିଲ. ଆଉ ତୁମ ସ୍ବପ୍ନ ସତ ହୋଇଥିଲାl. ସୁନ୍ଦର ସୁନ୍ଦର ଡ୍ରେସ ଓ sweter ଆଣି ପହଁଞ୍ଚିଥିଲଲକି ଖୁସି ଥିଲ ତୁମେ... ମାଉସୀ u r the most favourite person of our kids. U always inspire them to do what one like. Sincerely. Mausi who will tell them to learn mobile ଆଜି ସବୁ ଶ୍ରୀହୀନ ଲାଗୁଚି ତୁମ ବିନା. ଆମେ ସବୁ ନାଚାର ଥିଲୁ ତୁମକୁ ଟିକେ ଶେଷ ଥର ପାଇଁ ଦେଖି ପାରିଲୁନିl ନିୟତି ଆମ ପାଇଁ ବହୁତ ନିଷ୍ଠୁର ହାଇଗଲା l ଶେଷରେ ତୁମ ପାଦ ତଳେ କୋଟି କୋଟି ପ୍ରଣାମ l pray to God to keep u in peace with ur favourite persons in heaven. And in my every birth i would like to get u as my "Bada Mausi"...
From Mitu and Vivek
May 28, 2021
May 28, 2021
:- ତମେ ଥିଲ ଆମ ଘରର ସ୍ନେହ,ପ୍ରେମ ଓ ମମତା ର ଭଣ୍ଡାର।
:- ଠାକୁରଙ୍କ ପାଖରେ ଏତିକି ପ୍ରାର୍ଥନା କରିବି କରିବି, ସବୁ ଜନ୍ମରେ ତୁମେ ଆମ ଘରେ ଜନ୍ମ ହୁଅ।

~ଦୀଲୁ
May 28, 2021
May 28, 2021
:- ତୁମେ ଥିଲ ଆମର ଚଳନ୍ତି ଦେବତା।

  ~ଜଚିନ ଓ କମଳା
May 28, 2021
May 28, 2021
:- ମୀନଦେଇ ଥିଲା ଗୋଟିଏ ଚଳନ୍ତା ଅନୁଷ୍ଠାନ। ଅନେକଙ୍କ ପାଇଁ କଲ୍ପବୃକ୍ଷ ସଦୃଶ୍ୟ।
:- ମୀନଦେଇର ଶୂନ୍ୟସ୍ଥାନ ତ କେହି ପୂରଣ କରିପାରିବେ ନାହିଁ।
:- ତୋର ଜୀବଦଶାରେ କରିଯାଇଥିବା ସୁକର୍ମ ପାଇଁ ତୁ ଭଗବାନ ଙ୍କ ଚରଣ କମଳରେ ସ୍ଥାନ
   ପାଇସାରିଛୁ ଓ ଭଗବାନ ନୀଳ ଆକାଶର ତାରାମଣ୍ଡଳରେ ତତେ ଏକ ତାରା କରି ଅବସ୍ଥାପିତ
   କରିସାରିଛନ୍ତି।
:- ତୋର ଶ୍ରଦ୍ଧାଳୁମାନେ ଯେତେବେଳେ ଘନ ଅନ୍ଧକାରରେ ନୀଳଆକାଶକୁ ନିରୀକ୍ଷଣ କରିବେ, ତୋର
  ସେହି ତେଜୋଦୀପ୍ତ ଝଟକୁଥିବା ହାସ୍ୟମୟୀ ମୁଖମଣ୍ଡଳକୁ ଦର୍ଶନ କରିପାରିବେ।

~ସୁବାସ ଜେନା, ଦହିଜଙ୍ଗ

Leave a Tribute

Light a Candle
Lay a Flower
Leave a Note